Jump to content

ବର୍ ତରଫ୍

ଉଇକିଅଭିଧାନ‌ରୁ

ବର୍ ତରଫ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେବିଶେଷଣ - (କଚିରିଆ) (ଫାରାସୀ - ବର୍+ଆରବୀ - ତର୍ଫ)

[ସମ୍ପାଦନା]
୧. ଅଲଗା; ପୃଥକ୍ —୧. Separate.
୨. ଦରଖାସ୍ତ; କାର୍ଯ୍ୟରୁ ବହିଷ୍କୃତ —୨. Dismissed or removed from service.