Jump to content

ବରୟିତ୍ରୀ

ଉଇକିଅଭିଧାନ‌ରୁ

ବରୟିତ୍ରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ବରୟିତୃ+ସ୍ତ୍ରୀ. ଈ)

[ସମ୍ପାଦନା]

ସ୍ୱୟଂବରା ପତ୍ନୀ — A wife who has got her husband by selection.

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ବରୟିତାର ସ୍ତ୍ରୀଲିଙ୍ଗ —Feminine of Barayitā