ବର ଓସ୍ତ ବିଭା
ଦେଖଣା
ବର ଓସ୍ତ ବିଭା
ଉଚ୍ଚାରଣ
[ସମ୍ପାଦନା]ବର ଓସ୍ତ ବାହା, ବର ଓସ୍ତ ଭିଆ,ଗ୍ରାମ୍ୟରୂପ
ଅନୁବାଦ
[ସମ୍ପାଦନା]ବର ଓସ୍ତ ବିଭା
|
ଦେଶଜ - ବିଶେଷ୍ୟ -(ସଂସ୍କୃତ - ବଟ+ଅଶ୍ୱତ୍ଥ+ବିବାହ)
[ସମ୍ପାଦନା]ନିକଟରେ ଲଗାଲଗି ହୋଇ ରୋପିତ ହୋଇଥିବା ବା ମନକୁ ଉଠିଥିବା କନ୍ୟା— ରୂପେ କଳ୍ପିତ ବର ଗଛ ସଙ୍ଗେ ବର ରୂପେ କଳ୍ପିତ ଅଶ୍ୱତ୍ଥ ବୃକ୍ଷର କାଳ୍ପନିକ ବିବାହ ଉପଲକ୍ଷରେ ଅନୁଷ୍ଠିତ ଉତ୍ସବ —A mock marriage ceremony performed between a banyan and a religious fig tree planted side by side.
[ଦ୍ରଷ୍ଟବ୍ୟ —ଏ ବିବାହ ଅନୁଷ୍ଠାନରେ ହଳଦିଆ ସୂତା ଏ ଦୁଇ ଗଛର ଚାରି ପାଖେ ବେଢ଼ାଇ ଦିଆଯାଏ]