ବର ଓହଳ
ଦେଖଣା
ବର ଓହଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବର ଓହଳ
|
ଦେଶଜ - ବିଶେଷ୍ୟ -(ସଂସ୍କୃତ - ବଟ+ଅବରୋହ)
[ସମ୍ପାଦନା]ବରଗଛର ଶାଖାରୁ ଯେଉଁ ଚେରମାନ ବାହାରି ତଳକୁ ମୁହାଁଏ —The aerial roots which a banyan tree throws out towards the ground from the branches.