Jump to content

ବର କନ୍ୟା

ଉଇକିଅଭିଧାନ‌ରୁ

ବର କନ୍ୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ଦ୍ୱନ୍ଦ) ବତ୍ତପାତ୍ର ଓ କନ୍ୟାପାତ୍ର — ୧. Bridegroom elect end bride elect.
୨. ନବବିବାହିତା ପୁରୁଷ ଓ ବଧୁ —୩. Bridegroom and bride.
୩. (କର୍ମଧା) ଉତ୍କୃଷ୍ଟା କନ୍ୟା ବା ବିବାହିତା ସ୍ତ୍ରୀ —୩. An excellent bride or married woman.