ବର ତନ୍ତୁ
ଋଷିବିଶେଷ — Name of a sage.
[ଦ୍ରଷ୍ଟବ୍ୟ —ଏହାଙ୍କ ଶିଷ୍ୟ ଗୁରୁଙ୍କୁ ଦକ୍ଷିଣା ଦେବାପାଇଁ ଅଜ ରାଜାଙ୍କ—ଠାରେ ଭିକ୍ଷା କରିଥିଲେ ଓ ଅଜତାଙ୍କୁ ସର୍ବତ ଦାନ କରିଥିଲେ]