Jump to content

ବର ଫଳ

ଉଇକିଅଭିଧାନ‌ରୁ

ବର ଫଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ବର+ଫଳ)

[ସମ୍ପାଦନା]
୧. ନାରୀକେଳ; ନଡ଼ିଆ (ହିନ୍ଦୀ - ଶ) —୧. Cocoanut (fruit).
୨. (ବହୁବ୍ରୀହି) ନଡ଼ିଆ ଗଛ —୨. Cocoanut tree.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଟ+ଫଳ)

[ସମ୍ପାଦନା]

ବର ଗଛର ଫଳ —The fruit of banyan tree.