ବର ବାହୁଡ଼ା
ଦେଖଣା
ବର ବାହୁଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବର ବାହୁଡ଼ା
|
(ବରକନ୍ୟା, ବାହୁଡ଼ା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବିବାହ ପରେ (ବିବାହ ବାସୀ ବ ଚଉଠି ବାସୀ) କନ୍ୟାକୁ ସଙ୍ଗରେ ଘେନି ଯାନାରୋହଣପୂର୍ବକ କନ୍ୟାପିତା ଗୃହରୁ ଶୋଭାଯାତ୍ରାପୂର୍ବକ ଆପଣା ଘରକୁ ବରର ପ୍ରତ୍ୟାଗମନ — The procession of the bridegroom returning to his own house with the bride after his marriage.