Jump to content

ବର ମାଲ୍ୟ

ଉଇକିଅଭିଧାନ‌ରୁ

ବର ମାଲ୍ୟ

ଉଚ୍ଚାରଣ

[ସମ୍ପାଦନା]

(ବରଟ୍ରକ୍—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ବର+ମାଳା)

[ସମ୍ପାଦନା]
୧. ସ୍ୱୟମ୍ୱର ସଭାରେ ବରର ବେକରେ କନ୍ୟାର ପ୍ରଦତ୍ତ ମାଳା —୧. The garland put by the bride on the neck of the selected bridegroom.
୨. (କର୍ମଧା) ଉତ୍କୃଷ୍ଟ ମାଳା —୨. An excellent garland.