Jump to content

ବର ଯାତ୍ରା

ଉଇକିଅଭିଧାନ‌ରୁ

ବର ଯାତ୍ରା

ଉଚ୍ଚାରଣ

[ସମ୍ପାଦନା]

(ବର ପ୍ରସ୍ଥାନ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବିଭା ହେବା ପାଇଁ କନ୍ୟାର ଗୃହକୁ ବରର ସ୍ୱଜନ ସମଭିବ୍ୟାହାରରେ ଯାତ୍ରା ବା ପ୍ରସ୍ଥାନ —The setting out of a bridegroom in procession for marrying to the bride's house.

ଆଜି ପୁଷ ୧୫: ଦିନ, ବରଯାତ୍ରା ପାଇଁ ଠିକ୍ ହୋଇଛି ଫକୀରମୋହନ. ଗଳ୍ପଗଳ୍ପ