ବର ଯୁବତି
=== ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. [କର୍ମଧା; ବର +ଯୁବତି (ତୀ)]
ସୁନ୍ଦରୀ ଯୁବତୀ ସ୍ତ୍ରୀ —A beautiful damsel; a beautiful young woman (Apte).