Jump to content

ବର ରୁଚି

ଉଇକିଅଭିଧାନ‌ରୁ

ବର ରୁଚି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବର=ଉତ୍କୃଷ୍ଟ+ରୁଚି=ଦୀପ୍ତି, ସ୍ପୃହା ଯାହାର; ବହୁବ୍ରୀହି)

[ସମ୍ପାଦନା]
୧. ଉଜ୍ଜ୍ୱଳଦୀପ୍ତିଶାଳୀ — ୧. Shinning; refulgent.
୨. ଉତ୍କୃଷ୍ଟ ରୁଚିଯୁକ୍ତ — ୨. Having a good tase.
୩. ଉତ୍କୃଷ୍ଟ ସ୍ପୃହାଯୁକ୍ତ — ୩. Having a good desire.

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]
୧. ବିକ୍ରମାଦିତ୍ୟଙ୍କ ସଭାର ନବ ରତ୍ନଙ୍କ ମଧ୍ୟରୁ ଏକ ତମ ପଣ୍ଡିତ ଓ ପ୍ରସିଦ୍ଧ ବୈୟାକରଣିକ ଓ କବି — One of the nine gems (Pandits) of King Bikramāditya's Court.

[ଦ୍ରଷ୍ଟବ୍ୟ —ଏ 'ପ୍ରାକୃତପ୍ରକାଶ' 'ଲିଂଗାନୁଶାସନ' ନାମକ ବ୍ୟାକରଣ ଗ୍ରନ୍ଥ ରଚନା କରିଥିଲେ ବିକ୍ରମାଦିତ୍ୟଙ୍କ ସଭାର ନବ ରତ୍ନ ଯଥା ===

ଧନ୍ୱନ୍ତରିକ୍ଷପଣକାମରସିଂ ହଶଙ୍କୁ— ବେତାଳଭଟ୍ଟଘଟକର୍ପରକାଳିଦାସାଃ, ଖ୍ୟାତୋ ବରାହମିହିରୋ ନୃପତେଃ ସଭାୟାଂ ରତ୍ନାନି ବୈ ବରରୁଚିର୍ନବ ବିକ୍ରମସ୍ୟ]

୨. ପାଣିନୀୟ ବ୍ୟାକରଣର ବାର୍ତ୍ତିକସୂତ୍ରକାରକ କାତ୍ୟାୟନ ମୁନି —୨. Sage Kātāyana who wrote Kārttika sūtra a Pāṇinī