Jump to content

ବଲକା

ଉଇକିଅଭିଧାନ‌ରୁ

ବଲକା

ଉଚ୍ଚାରଣ

[ସମ୍ପାଦନା]
(ବଲକୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଂ—(ହିନ୍ଦୀ - ଉଲ୍ଲୁ)

[ସମ୍ପାଦନା]
୧. ଓଲମା; ଓଲୁ — ୧. Idiotic.
୨. ନିର୍ବୋଧ —୨. Foolish.