ବଲବଲିଆ
ଦେଖଣା
ବଲବଲିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]=== ଦେଶଜ - ବିଶେଷଣ - ପୁଂ—(ପୁରୁଷଙ୍କ ପ୍ରତି ଗାଳିବିଶେଷ) —(a term of abuse to males)—
- ୧. ବଲବଲା (ଦେଖ) - —୧. Balabalā (See)
- ୨. ଯେ କାର୍ଯ୍ୟଗୁଡ଼ିକ ଅସୁନ୍ଦର ଭାବରେ କରେ — ୨. Doing acts clumsil.
- ୩. ଯାହା ପେଟରେ କଥା ରହେ ନାହିଁ ୩. Babbling.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଏକ ପ୍ରକାର ଶାଗ —୧. A ind of pot- herb.
- ୨. କ୍ଷୁଦ୍ର ଗୁଳ୍ମ ବିଶେଷ —୨. A kind of small shrub.
[ଦ୍ରଷ୍ଟବ୍ୟ —ଏହାର ପତ୍ର ଘାଆରେ ଲଗାଇଲେ ଘାଆ ଶୁଖିଯାଏ]