ବଲବଲ କରି ଚାହିଁବା
ଦେଖଣା
ବଲବଲ କରି ଚାହିଁବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଲବଲ କରି ଚାହିଁବା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଲକ)
[ସମ୍ପାଦନା]ଓଲୁପରି ନିର୍ନିମେଷ ନୟନରେ ଅନାଇବା —To stare like an idiot.
ସେ କଲ ବଲ କରି ଚାହିଁ ରହିଥାଏ— ଫକୀରମୋହନ ଛମାଣ ଆଠଗୁଣ୍ଠ