Jump to content

ବଲିଆ

ଉଇକିଅଭିଧାନ‌ରୁ

ବଲିଆ

ଉଚ୍ଚାରଣ

[ସମ୍ପାଦନା]

=== ପ୍ରାଦେଶିକ -

୧. (ସମ୍ୱଲପୁର) ବିଶେଷ୍ୟ - (ହିନ୍ଦୀ - ବୋଅଡ଼ୀ)—ପାଠୀନ; ବାଳିଆ ମାଛ —୧. The cat fish, pike; Cyprinus denticulatus.
୨. (ଗଡ଼ଜାତ) ବଳିଆକୁକୁର — ୨. Wild dog.