ବଲେଇ
ଦେଖଣା
ବଲେଇ
ଉଚ୍ଚାରଣ
[ସମ୍ପାଦନା](ବଲୈ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷଣ -
[ସମ୍ପାଦନା]କ୍ଷୁଦ୍ର; ଛୋଟ — Small; minute.
ବିଶେଷ୍ୟ -
[ସମ୍ପାଦନା]- ୧. ଛୋଟ କିଆରୀ —୧. Small strip or plot of fields.
- ୨. ଛୋଟ ଛୋଟ ଆକାରରେ କଟା ହୋଇ ବିଡ଼ା ବନ୍ଧା ହୋଇଥିବା ଜାଳ କାଠ —୨. Fuel cut into bits and tied into small bundles.
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]କୌଣସି ବ୍ୟକ୍ତିଙ୍କୁ ଆଗ ବଳାଇ ଦେଇ — After accompaying a person to sone distance.
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ବଲା= ବିପଦ; ଗୁରୁଦାୟିତ୍ୱ)
[ସମ୍ପାଦନା]- ୧. ବଦୀ; ଦାୟିତ୍ୱ —୧. Responsibility.
ମୁଁ ତାଙ୍କ ବାର ବାର ତେତିକି ବେଳୁଁ କହୁଛି ପରପୁଅ, ଗୁଞ୍ଜା ଗୁଞ ସେ ବଲେଇରେ ପଶ ନାଁ ଫକୀରମୋହନ ଗଳ୍ପ ସଳ୍ପ
- ୨. ବିପଦ —୨. Danger.
- ୩. ବିଘ୍ନ —୩. Obstacle.
- ୪. ଆଡ଼ଆ; ଗୋଳମାଳ —୪. Trouble; confusion; difficulty.
[ଦ୍ରଷ୍ଟବ୍ୟ —ଏ ଶବ୍ଦ ଅନର୍ଥକ;'ଅଲେଇ' ଶବ୍ଦ ସହିତ ବ୍ୟବହୃତ ହୋଇ ଏକାର୍ଥବୋଧକ ଯୁକ୍ତ ଶବ୍ଦ ଉତ୍ ପାଦନ କରେ, ଅଲେଇ ବଲେଇ]