Jump to content

ବଲ୍

ଉଇକିଅଭିଧାନ‌ରୁ

ବଲ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦୈ. ବିଶେଷ୍ୟ - . (ଇଂ)

[ସମ୍ପାଦନା]
୧. କ୍ରୀଡ଼ାର୍ଥ ବ୍ୟବହୃତ ପେଣ୍ଡୁ; ଗୋଲକ — ୧. Ball (used in games).

(ଯଥା-କ୍ରିକେଟ୍ ବଲ୍; ଫୁଟବଲ୍; ପୋଲେ ବଲ୍; ବିଲିଆଡ଼୍ ବଲ୍ )

୨. ଇଉରୋପୀୟ ପଦ୍ଧତି ଅନୁସାରେ ସ୍ତ୍ରୀପୁରୁଷଙ୍କର ଯୋଡ଼ୀ ନାଟ —୨. Ball dance.

ଗ୍ରାମ୍ୟ - (ଇତର)—(ସଂସ୍କୃତ - ବଳୀବର୍ଦ୍ଦ; ତୁଳ. ଉର୍ଦ୍ଦ ବଏଲ୍)

[ସମ୍ପାଦନା]

ବଳଦ —Ox.

=== ପ୍ରାଦେଶିକ - (ସମ୍ୱଲପୁର ଳ ସ୍ଥାନରେ ଲ୍ ଉଚ୍ଚାରଣ)—(ସଂସ୍କୃତ - ବଳ)— ବଳ —Strength.