ବଲ୍ଗାହରିଣ
ଦେଖଣା
ବଲ୍ଗାହରିଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ବଲ୍ଗା+ଓ ହରିଣ; ଆଧୁନିକ ପ୍ରୟୋଗ; ବଙ୍ଗଳାରୁ ଅନୁକୃତ)
[ସମ୍ପାଦନା]ଏକପ୍ରକାର ମୃଗ — The reindeer.
[ଦ୍ରଷ୍ଟବ୍ୟ —ଏମାନେ ଆସିଆ ଓ ଇଉରୋପର ଉତ୍ତର ମେରୁ ନିକଟ ବର୍ତ୍ତୀ ଶୀତ ପ୍ରଧାନା ଅ଼ଞ୍ଚଳରେ ବାସ କରନ୍ତି; ତଦ୍ଦେଶବାସୀମାନେ ଏହାଙ୍କ ମୁହଁରେ ଲଗାମ ଦେଇ ଘୋଷରା ଗାଡ଼ିରେ (sladge) ଏମାନଙ୍କୁ ଯୋଚି ବରଫ ଉପରେ ଚଳାନ୍ତି]