ବଲ୍ଗିତ
ଦେଖଣା
ବଲ୍ଗିତ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ - (ବଲ୍ଗ ଧାତୁ ଘୋଡ଼ାର ଗତିବିଶେଷ;+ଭାବ. ତଃ
ଦୁଲୁକୀ —Trotting or cantering of the horse.
[ଦ୍ରଷ୍ଟବ୍ୟ —ଘୋଡ଼ାର ପଞ୍ଚନିଧି ଗତି, ଯଥା—ଆସ୍ୱନ୍ଦିତ ଧୌରିତକ, ରୋଚିତ, ବଲ୍ଗିତ ଓ ପ୍ନୁତ]
- ୨. କୁଦି ଚାଲିବା; ପ୍ଳୁତ ଗମନ —୨. Frisking.
- ୩. ବହୁ କଥନ, ଜଳ୍ପନ; ଗପିବା —୩. Talking babbiling.
- ୪. ଗପିବା ବେଳେ ହସ୍ତପଦାତିର ଆସ୍ଫାଳନ — ୪. Making motions with the hands and legs (while talking)