Jump to content

ବଲ୍ଗୁଲିକା

ଉଇକିଅଭିଧାନ‌ରୁ

ବଲ୍ଗୁଲିକା

ଉଚ୍ଚାରଣ

[ସମ୍ପାଦନା]

(ବଲ୍ଗୁଳିକୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବଲ୍ଗ +ଉଳ+କ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ଅସରପା; ଅସରଳା —୧. Cockroach,
୨. ଚେମଣି (ହିନ୍ଦୀ - ଶ) —୨. House-boat.
୩. ପେଟରା (ହିନ୍ଦୀ - ଶ.) —Cane box.