Jump to content

ବଲ୍ମୀକୀ

ଉଇକିଅଭିଧାନ‌ରୁ

ବଲ୍ମୀକୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବଳ୍ ଧାତୁ= ଆଚ୍ଛାଦନ କରିବା; ବୃଦ୍ଧି ପାଇବା+ଇକ, ନିପାତ ସିଦ୍ଧ)

[ସମ୍ପାଦନା]
୧. ଉଇହୁଙ୍କା —୧. Ant hill; mole hill.
୨. ଶୋଥ ରୋଗ —୨. Dropsy; plethora
୩. ଗଳଗଣ୍ଡ —୩. The goitre.
୪. ଶ୍ଳୀପଦ ବା ଗୋଦର —The goitre.
୫. ରାମାୟଣ ପ୍ରଣେତା ବାଲ୍ମିକୀ ମୁନି —୫. Sage Bālmīki, the author of the Rāmāyaṇa.

[ଦ୍ରଷ୍ଟବ୍ୟ —ରତ୍ନାକର ନାମକ ଦସ୍ୟୁ ଭଗବାନଙ୍କ ଦୟାରୁ ଦିବ୍ୟଜ୍ଞାନ ଲାଭ କରି ବହୁକାଳ ତପସ୍ୟାରେ ରତ ହୋଇ ହୁଙ୍କା ପାଲଟି ଗଲେ ପରେ ସେହି ହୁଙ୍କାରୁ ବାହାରିବାରୁ ତାଙ୍କ ନାମ ବାଲ୍ମିକ ହେଲା]

୬. ଉଇ —୬. White ant.