Jump to content

ବଲ୍ଲକୀ

ଉଇକିଅଭିଧାନ‌ରୁ

ବଲ୍ଲକୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବଲ୍ଲ୍ ଧାତୁ=ଆଛାଦନ କରିବା+କର୍ତ୍ତୃ. ଅକ+ ସ୍ତ୍ରୀ. ଈ)

[ସମ୍ପାଦନା]
୧. ବୀଣା —୧. Harp.
୨. ଶଲ୍ଲକୀ. ଗଛ; ବବୁର ଗଛ —୨. Acacia Arabica (tree).
୩. ଝିଙ୍କ (ଜନ୍ତୁ) —୩. Percupine.