Jump to content

ବଲ୍ଲବ

ଉଇକିଅଭିଧାନ‌ରୁ

ବଲ୍ଲବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବଲ୍=ଭକ୍ଷ୍ୟ ଦ୍ରବ୍ୟ+ଅଛି ଯାହାର, ଅର୍ଥରେ ବ)

[ସମ୍ପାଦନା]
୧. ଭୀମ —୧. Bhīma, the ୨nd pāṇḍaba.

[ଦ୍ରଷ୍ଟବ୍ୟ —ଏହି ବିରାଟ ରାଜାଙ୍କ ଗୃହରେ ପାକଶାଳାଧ୍ୟକ୍ଷ ଥିଲେ]

୨. ଗୋପ; ଗୋପାଳ —୨. Cowherd.
୩. ପାଚକ —୩. Cook.