ବଲ୍ଲଭ
ଦେଖଣା
ବଲ୍ଲଭ
ଉଚ୍ଚାରଣ
[ସମ୍ପାଦନା](ବଲ୍ଲଭା—ସ୍ତ୍ରୀ)
ସେ. ବିଶେଷଣ - ପୁଂ(ବଲ୍ଲ ଧାଥୁ= ଆଛାଦନ କରିବା+କର୍ତ୍ତୃ. ଅଭ)
[ସମ୍ପାଦନା]ପ୍ରିୟତମ (ପୁରୁଷ) —Dearest beloved (male).
ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ଭର୍ତ୍ତା;ପତି —୧. Husband.
- ୨. ପ୍ରିୟତମ ବ୍ୟକ୍ତି —୨. One's dearest person.
- ୩. ନାୟକ; ଦୟିତ; ପ୍ରଣୀୟ —୩. Lover; sweet heart
- ୪. ଉତ୍ତମ ଅଶ୍ୱ —୪. Steed; excellent horse.
- ୫. ଅଧ୍ୟକ୍ଷ; ମାଲିକ(ହିନ୍ଦୀ - ଶ.) —୫. Owner.