ବଲ୍ଲଭା
ଦେଖଣା
ବଲ୍ଲଭା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ବଲ୍ଲଭ+ସ୍ତ୍ରୀ.ଆ)
[ସମ୍ପାଦନା]- ୧. ପ୍ରିୟା —୧. Beloved
- ୨. କାନ୍ତା; ଦୟିତା; ସ୍ତ୍ରୀ;ପତ୍ନୀ — ୨. Wife; spouse.
- ୩. ବ୍ରହ୍ମାଙ୍କ ଜନନୀ —୩. The mother of Brahmā.
ଦେଶଜ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ପ୍ରୟତମା (ସ୍ତ୍ରୀ) —Dearest; beloved (woman)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବଲ୍ଲଭାଚାର୍ଯ୍ୟ (ଦେଖ) - —୧. Ballabhāchārj̄ya (See)
- ୨. ବଲ୍ଲଭ ସଂପ୍ରଦାୟ (ଦେଖ) - — ୨. Ballabha saṁpradāya (See)
- ୩. ଜଗନ୍ନାଥ ସାକ୍ଷୀଗୋପାଳ ଆଦି ଦେବତାଙ୍କଠାରେ ସକାଳ ଓଳି ଅର୍ପିତ ହେବା ମିଷ୍ଟାନ୍ନାଦି ଭୋଗ —୩. Name of an offering of refreshment made to a Deity in the morning.
- ୪. ରୂପଗୋସ୍ୱାମୀ ଓ ସନାତନ ଗୋସ୍ୱାମୀଙ୍କ କନିଷ୍ଠ ଭ୍ରାତା ଓ ଜୀବ ଗୋସ୍ୱାମୀଙ୍କ ପିତା —୪. Name of then younger brother of Rūpa and Sanātana Goswāmīs.