Jump to content

ବଲ୍ଲଭାଚାର୍ଯ୍ୟ

ଉଇକିଅଭିଧାନ‌ରୁ

ବଲ୍ଲଭାଚାର୍ଯ୍ୟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବଲ୍ଲଭସ୍ୱାମୀ—ଅନ୍ୟରୂପ)

=== ଦେଶଜ - ବିଶେଷ୍ୟ - (ନାମ) (ବଲ୍ଲଭ+ଆଚାର୍ଯ୍ୟ)—

ବୈଷ୍ଣବ ଧର୍ମ ସଂସ୍କାରକ ଓ ବଲ୍ଲଭ ସଂପ୍ରଦାୟର ପ୍ରବର୍ତ୍ତକ — Name of a B&aline;i̱shṇaba reformer of the ୧୬ th century.

[ଦ୍ରଷ୍ଟବ୍ୟ —ଏ ଖ୍ରୀଷ୍ଟୀୟ ଷୋଡ଼ଶ ଶତାଦ୍ଦୀର ଆଦ୍ୟଭାଗରେ ଉତ୍ତରଭାରତରେ ବୈଷଅମବ ମତ ପ୍ରଚାର କରିଥିଲେ ଏହାଙ୍କ ଧର୍ମମତ ଏହି ଯେ ପୃଥିବୀ ଉପଭୋଗର ସ୍ଥାନ ଓ ଧର୍ମାଚରଣରେ ଶାରିରୀକ ନିଗ୍ରହର ପ୍ରୟୋଜନ ନାହିଁ—ସୁବଳ ଚନ୍ଦ୍ର ଚୁନରାଗଡ଼ ପାଖେ ବାଟରେ ପଡ଼ିଥିବା ଗୋଟିଏ ଶିଶୁକୁ ଲକ୍ଷ୍ମଣ ଭଟ୍ଟ ନାମକ ଜଣେ ବ୍ରାହ୍ମଣ ପାଇ ନିଜ ଘରକୁ ଆଣି ପାଳିଲେ ଲକ୍ଷ୍ମଣ ମରିଯିବାରୁ ଉକ୍ତ ବାଳକ ବିଷ୍ଣୁ ସ୍ୱାମୀଙ୍କୁ ମନ୍ଦିରକୁ ଯାଇ ଦୀକ୍ଷା ଗ୍ରହଣ କଲେ; ପରେ କାଶୀକୁ ଯାଇ ସନ୍ୟାସ ଗ୍ରହଣ କଲେ; ପରେ ମନ୍ୟାସ ତ୍ୟାଗ କରି ଗୃହସ୍ଥ ହେଲେ ଏ ଆଡ଼ମ୍ୱର ସହକାରେ ରାଧାକୃଷ୍ଣଙ୍କ ପୂଜା କରୁଥିଲେ ଏ ବଶୁଦ୍ଧାଦ୍ୱୈତାବାଦ ମତର ପ୍ରତିଷ୍ଠା କଲେ—ଜନ୍ମ ଖ୍ରୀ. ୧୪୭୨: ମୃତ୍ୟୁ ୧୫୩୭: —ହିନ୍ଦୀ - ଶ]