ବଲ୍ଲର
ଦେଖଣା
ବଲ୍ଲର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବଲ୍ଲ ଧାତୁ+ଅର)
[ସମ୍ପାଦନା]- ୧. ମଞ୍ଜରୀ —୧. A sprout.
- ୨. କୁଞ୍ଜ —୨. Grove.
- ୩. ବନ —୩. Forest
- ୪. କୃଷ୍ଣାଗୁରୁ —୪. A kind of black sandal wood.
ଦି. ବିଶେଷ୍ୟ -
[ସମ୍ପାଦନା]- ୧. କ୍ଷେତ୍ର —୧. Field; a sacred place.
- ୨. ନିର୍ଜନ ସ୍ଥାନ —୨. Solitude.
ବଲ୍ଲର ସ୍ଥାନେ ପୂଜାଇ ଲବଣ ଚାମକୀ ଭଞ୍ଜା ବୈଦେହିଶବୀଳାସ