ବଲ୍ଲିକ
ପ୍ରାଚୀନ ଉତ୍କଳର ବଣିକ ବିଶେଷ — Name of a trader of ancient Utkal.
[ଦ୍ରଷ୍ଟବ୍ୟ —ସେ ପ୍ରଥମେ ଉତ୍କଳବାସୀ ବଣିକ ଥିଲେ ପରେ ବୁଦ୍ଧଦେବଙ୍କ ଶିଷ୍ୟତ୍ୱ ଗ୍ରହଣ କଲେ କୃପାସିନ୍ଧୁ ଇତିହାସ]