Jump to content

ବଲ୍ୟା

ଉଇକିଅଭିଧାନ‌ରୁ

ବଲ୍ୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ବଲ୍ୟ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ଅତିବଳା ନାମକ ଔଷଧି ଗିଳ୍ମ ବିଶେଷ —୧. Indian mallow.
୨. ଅଶ୍ୱଗନ୍ଧା — ୨. Phisalis Felxuosa.
୩. ପ୍ରସାରିଣୀ ବା ପସାରୁଣୀ ଲତା —୩. A creeper; Podesia Foetida.



ବଲ୍ୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବଲ୍ଲ ଧାତୁ+ଯ+ସ୍ତ୍ରୀ. ଆ)

[ସମ୍ପାଦନା]

ଧାତ୍ରୀ ବା ଆମଳକୂ ବୃକ୍ଷ; ଅଅଁଳା ଗଛ —Embellic myrobalan (tree).