ବଲ୍ୱଜା
(ଏହାର ଅନ୍ୟ ସଂନାମ ଦୃଢ଼ପତ୍ରୀ, ଦୃଢ଼କ୍ଷୁରାମୌଂଜୀପତ୍ରୀ, ତୃଣେକ୍ଷି)
ଏକପ୍ରକାର ଘାସ — A kind of grass.
[ଦ୍ରଷ୍ଟବ୍ୟ —ବୈଦ୍ୟକ ମତରେ ଏହା ଶୀତଳ ଓ ମଧୁର; ଏହା ପିତ୍ତ, ତୃଷା ଓ ଦାହ ଦୂର କରେ—ହିନ୍ଦୀ - ଶ]