ବଳକା
ଦେଖଣା
ବଳକା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ବହୁଳ)
[ସମ୍ପାଦନା]- ୧. ବହକା; ପ୍ରୟୋଜନାତିରିକ୍ତ ଉଦୃତ୍ତ; ଅଧିକା —୧. Excessive; redundant; superfluous; in excess of requirement.
ପୁଣି ବଳକା ଖରଚ ଦେଖି ଭାରି ଦିକ୍ ଦାର ଫକୀରମୋହନ. ଗଳ୍ପସ୍ୱଳ୍ପ
- ୨. ପ୍ରୟୋଜନାବଶିଷ୍ଟ — ୨. Remaining over after use; supplus.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପ୍ରୟୋଜନାତିରିକ୍ତ ପଦାର୍ଥ; ଉଦ୍ଗୃତ୍ତ ପଦାର୍ଥ — ୧. Redundant thing; surplusage; a thing reaining over; being in excess of one's requirements.
- ୨. ବହୁଳତା; ପ୍ରୟୋଜନାଧିକ୍ୟ — ୨. Redundance; excess.