ବଳକିବା
ଦେଖଣା
ବଳକିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.
[ସମ୍ପାଦନା]- ୧. ବହକିବା; ବଳାଇବା; ବଳିପଡ଼ିବା; ରୃପ୍ରୟୋଜନାତିରିକ୍ତ ଥିବାରୁ ଉଦୃତ୍ତ ହେବା — ୧. To remain over after the requirments are met; to be more than enough.
- ୨. (ସଂସ୍କୃତ - ଜଳ୍ପ ଧାତୁ; ବଦ୍ ଧାତୁ) ଗଳ୍ପ କରିବା; କହିବା — ୨. To talk.
ନଳ କୁବେରଙ୍କ ଚରିତକୁ ବୁଧେ ବଳକୁ ଅଛନ୍ତି ଏବେ କବିସୂର୍ଯ୍ୟ. କବିତା