Jump to content

ବଳକ୍ଷକର

ଉଇକିଅଭିଧାନ‌ରୁ

ବଳକ୍ଷକର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ବହୁବ୍ରୀହି, ବଳକ୍ଷ+କର=କିରଣ)

[ସମ୍ପାଦନା]

ଚନ୍ଦ୍ର — The moon.

ବଳକ୍ଷ କର ବିପକ୍ଷ କର୍ମ ବଳ ମାନି ଯେ ଭଞ. ବୈଦେହୀଶବିଳାସ