ବଳଗଣ୍ଡି
ଦେଖଣା
ବଳଗଣ୍ଡି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ରଥଯାତ୍ରାରେ ବଡ଼ଦାଣ୍ଡର ଯେଉଁ ଅଂଶରେ ରଥ ଟଣା ଆରମ୍ଭ ହେବା ପରେ ପ୍ରଥମେ ରଥମାନ ଅଟକା ଯାଏ —Name of a place in the grand road of Puri where the cars of the ୩ Idols are stopped for the first time after they are dragged; name of the first halting place of the Puri cars.
ବଳଗଣ୍ଡିଠାରେ ରହି ଯାଅ ଜଗନ୍ନାଥ ଭଞ୍ଜ. ବୈଦେହୀଳବିଳାସ