ବଳଜ
ଦେଖଣା
ବଳଜ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବଲ୍=ଶକ୍ତି+ଜନ୍ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଶସ୍ୟର କୁଢ଼ —୧. A heap of grains.
- ୨. ଶସ୍ୟ —୨. Corn.
- ୩. ଅସ୍ଥିର ମଜ୍ଜା; ହାଡ଼ରସା — ୩. The marrow of the bone.
- ୪. କ୍ଷେତ୍ର; ବିଲ — ୪. Cultivated plot of land.
- ୫. ଯୁଦ୍ଧ — ୫. Battle.
- ୬. ପୂରଦ୍ୱାର —୬. City gate.
- ୩. ଦ୍ୱାର (ହିନ୍ଦୀ - ଶ.) ୭. Door.