Jump to content

ବଳଦଗାଡ଼ି

ଉଇକିଅଭିଧାନ‌ରୁ

ବଳଦଗାଡ଼ି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଲିବର୍ଦ୍ଦ+ଗନ୍ତ୍ରୀ)

[ସମ୍ପାଦନା]

ବଳଦଦ୍ୱାରା ଟଣା ହେବା ଗାଡ଼ି —Bullock-cart.

[ଦ୍ରଷ୍ଟବ୍ୟ —ବଳଦଗାଡ଼ି ଅନେକ ପ୍ରକାର; ଯଥା—ଏକ ବଳଦିଆ, ଦୁଇ ବଳଦିଆ, ତାଟି, ରୋଦ୍ର ବା ଉଦର ଗାଡ଼ି ଓ ଖୋଲା ଗାଡ଼ି କାଠର ପ୍ରକୋଷ୍ଠ ଯୁକ୍ତ କେରେଞ୍ଚ ଗାଡ଼ି (ଗଞାମ ଅଞ୍ଚଳରେ ନାମ, ବାଣ୍ଡି) ମଧ୍ୟ ବଳଦଙ୍କଦ୍ୱାରା ଟଣାଯାଏ ମଧ୍ୟ ଭାରତ ଓ ଉତ୍ତର ଭାରତରେ ବଡ଼ବଡ଼ ଗାଡ଼ିକୁ ୩ଟା, ୪ଟା ଲେଖାଁଏ ବଳଦ ଟାଣନ୍ତି ]