ବଳଦିଆ ହିସାବ
ଦେଖଣା
ବଳଦିଆ ହିସାବ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଳଦିଆ ହିସାବ
|
ଦେଶଜ - ବିଶେଷ୍ୟ - (ଗଣିତ)
[ସମ୍ପାଦନା]- ୧. ଗଣିତର ମୋଟାମୋଟି ହିସାବ; ଗଣିତର ଯୋଗ ବିୟୋଗ ଆଦି ସାଧାରଣ ଅଶିକ୍ଷିତ ଥୋଡ଼ିଆମାନେ ଯେପରି ହିସାବ କରନ୍ତି ସେହିପରି ହିସାବର ପ୍ରଣାଳୀ — ୧. (arithmetic) A rough and ready way of reckoning; practice.
- ୨. ମାନସାଙ୍କ —୨. Mental arithmetic.