ବଳଦେବ ପୂଜା
ଗହ୍ମା ପୂର୍ଣ୍ଣିମାରେ ବଳଦେବଙ୍କ ଜନ୍ମ ଉପଲକ୍ଷରେ କରାଯିବା ପୂଜା —The full moon of the month of Ṡrābaṇa.
[ଦ୍ରଷ୍ଟବ୍ୟ —ଏଦିନ ଗ୍ରାମ ପ୍ରାନ୍ତରେ ଗୋଟିଏ ଲମ୍ୱା ବେଦୀ କରାଯାଇ ତହିଁରେ ବଳଦେବଙ୍କର ପୂଜା ହୁଏ ଓ ଗୋଟିଏ ଅଣ୍ଡିରା ବାଛୁରୀ (ଅନଡ଼୍ୱାହ) ଆଣି ସେ ବେଦୀକୁ ଡିଅନ୍ତି ]