Jump to content

ବଳଦ୍ୱିଟ୍

ଉଇକିଅଭିଧାନ‌ରୁ

ବଳଦ୍ୱିଟ୍

ଉଚ୍ଚାରଣ

[ସମ୍ପାଦନା]

(ବଳଦ୍ୱିଷ, ବଳ ନିସୁଦନ, ବଳ ବିନାଶନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବଳ+ଦ୍ୱିଷ୍ ଧାତୁ+କର୍ତ୍ତୃ. କ୍ୱିପ; ବଳଦ୍ୱିଷ୍; ୧ମା. ୧ବ)

[ସମ୍ପାଦନା]

ବଳ ନାମକ ଅସୁରର ନିହନ୍ତା; ଇନ୍ଦ୍ର Indra.