ବଳନ
ଗଠନ; ଗଣ —Build.
ଶଣଶୀର୍ଣ୍ଣ ପ୍ରାୟେ ଅଙ୍ଗନା—ଅଙ୍ଗ ଚାରୁ ବଳଦ ରାଧାନାଥ. ଚନ୍ଦ୍ରଭାଗା
ଗ୍ରହନକ୍ଷତ୍ରାଦିର ଅୟନାଂଶରୁ ଚଳନ; ବିଚଳନ(ହିନ୍ଦୀ - ଶ.) —(astronomy) Aberrations of a planet or star.