Jump to content

ବଳବତ୍

ଉଇକିଅଭିଧାନ‌ରୁ

ବଳବତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବଳ+ଅଛ ଅର୍ଥରେ ବତ୍)

[ସମ୍ପାଦନା]
୧. ବଳୁଆ; ଶକ୍ତିଶାଳୀ —୧. Strong.
୨. କାର୍ଯ୍ୟକାରୀ — ୨. Effectual.
୩. ମାତବ୍ୱର —୩. Valid.

ସଂସ୍କୃତ - କ୍ରି.ବିଶେଷଣ -

[ସମ୍ପାଦନା]

ଅତିଶୟ; ଅତ୍ୟନ୍ତ —Very; very much.