Jump to content

ବଳବତ୍ତା

ଉଇକିଅଭିଧାନ‌ରୁ

ବଳବତ୍ତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବଳବତ୍+ ଭାବ. ତା)

[ସମ୍ପାଦନା]
୧. ଅତିଶୟ ବଳ, ସାମର୍ଥ୍ୟ ବା ଶକ୍ତି —୧. Very great power.
୨. ଶକ୍ତିମତ୍ତା; ଶକ୍ତିବିଶିଷ୍ଟତା —୨. The state of being strong; potencyy; validit.