Jump to content

ବଳବନ୍ତ

ଉଇକିଅଭିଧାନ‌ରୁ

ବଳବନ୍ତ

ଉଚ୍ଚାରଣ

[ସମ୍ପାଦନା]
(ବଳବନ୍ତୀ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଣ—(ସଂସ୍କୃତ - ବଳବତ୍ ଶବ୍ଦର ୧ମା ବହୁବଚନ, ବଳବନ୍ତଃ)

[ସମ୍ପାଦନା]
୧. ବଳବାନ୍; ବଳୁଆ — ୧. Strong; might.

ଯାହାକୁ ରଖିବେ ଅନନ୍ତ କି ରି ପାରେ ବଳବନ୍ତ—ଜଗନ୍ନାଥ ଭାଗବତ ସେ ନାବରେ ପାଇଗଲେ ମାଛ କଥା ଚିନ୍ତା କରନ୍ତେ ପାଇଗଲେ ମାଛ ବଳବନ୍ତା—କୃଷ୍ଣସିଂହ ମହାଭାରତ ବନ

୨. କ୍ଷମତାଶାଳୀ —୨. Powerful.

ପୁଣି ଯେଉଁ ମାନେ ଅଟନ୍ତି ବଳବନ୍ତ ତାଙ୍କୁ ତୁମ୍ଭେ କରୁଛନ୍ତି କି ସତକୃତ—କୃଷ୍ଣସିଂହ ମହାଭାରତ ସଭା