ବଳଭଦ୍ର
ଦେଖଣା
ବଳଭଦ୍ର
ଉଚ୍ଚାରଣ
[ସମ୍ପାଦନା]== ସଂସ୍କୃତ - ବିଶେଷ୍ୟ - (ବଳ=ଶକ୍ତି+ ଭଦ୍ର=ଶ୍ରେଷ୍ଠ, ଅଥବା ବଳ= ବଳବାନ୍=ବଳବାନ୍ (ହେଇ ମଧ୍ୟ)+ ଭଦ୍ର
[ସମ୍ପାଦନା]ସୋମ୍ୟ) ===
- ୧. ବଳରାମ; ଶ୍ରୀକୃଷ୍ଣଙ୍କ ବଡ଼ ଭାଇ — ୧. Baḻarāma.
- ୨. ଅନନ୍ତ ନାଗ —୨. The great serpent.
- ୩. ଲୋଧ୍ର; ଲୋଧୂଗଛ —୩. Symplocus Racemosa.
- ୪. ବଳୁଆ ବ୍ୟକ୍ତି —୪. A strong man.
- ୫. ନୀଳ ଗାଈ (ହିନ୍ଦୀ - ଶ.) —୫. The Nilghau; Boselaphus Tragocamelus.
- ୬. ଭାଗବତୋକ୍ତ ପର୍ବତବିଶେଷ (ହିନ୍ଦୀ - ଶ.) —୬. Name of a mountain.
- ୭. ଗବୟ; ଗୟଳ —୭. The gayal; Bos Frontalis.