ବଳଭଦ୍ରା
ଦେଖଣା
ବଳଭଦ୍ରା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବଳ+ ଭଦ୍ର+ଆ)
[ସମ୍ପାଦନା]- ୧. କୁମାରୀ —୧. A maiden.
- ୩. ବଳରାମଙ୍କ ସ୍ତ୍ରୀ —୩. Wife of Baḻarāma.
- ୪. ଜଙ୍ଗଲୀ ଗାଈ; ନୀଳଗାଈ (ହି) — ୪. The Nilghau.
- ୫. ତ୍ରାୟମାଣା ଲତା (ହିନ୍ଦୀ - ଶ.) (ଦେଖ) - —୫. Trāyamāṇā (See)