Jump to content

ବଳଭଦ୍ର ଗୋତ୍ରୀ

ଉଇକିଅଭିଧାନ‌ରୁ

ବଳଭଦ୍ର ଗୋତ୍ରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବଳଭଦ୍ର ଗୋତ୍ରିଆ, ବଳରାମ ଗୋତ୍ରୀ, ବଳରାମ ଗୋତ୍ରିଆ ଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଳଭଦ୍ର+ ଗୋତ୍ରୀୟ)

[ସମ୍ପାଦନା]

ଓଡ଼ିଆ ବ୍ରାହ୍ମଣ— ମାନଙ୍କର ଏକ ନିମ୍ନଶାଖା; ମାସ୍ତାନ — A low class of Oria Brāhmaṇas.

[ଦ୍ରଷ୍ଟବ୍ୟ —ଏମାନେ ଅଠ କର୍ମରେ ବ୍ରତ ହୁଅନ୍ତି, କିନ୍ତୁ ଏମାନଙ୍କର ସାବିତ୍ରୀ ପ୍ରଦାନ ବା ବ୍ରତ ସମୟର଼ ଗୁରୁଙ୍କଠାରୁ ମନ୍ତ୍ର ଗ୍ରହଣ ପ୍ରଥା ନାହିଁ ଏମାନେ ସାଧାରଣତଃ ହଳ କରନ୍ତି ଓ ପିକା ଖାଆନ୍ତି, ଏମାନଙ୍କ ମଧ୍ୟରେ ସେନୀପତି, ସାହୁ, ସ୍ୱାଇଁ, ମହାନ୍ତି ଆଦି ଶୂଦ୍ରୋଚିତ ବଂଶୋପାଧି ଅଛି]