Jump to content

ବଳଭଦ୍ର ଭଞ୍ଜ

ଉଇକିଅଭିଧାନ‌ରୁ

ବଳଭଦ୍ର ଭଞ୍ଜ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଗଞ୍ଜାମ ଜିଲ୍ଲା ଘୁମୁସୁର ରାଜ୍ୟର ଜନୈକ ପୁରାତନ ସାହିତ୍ୟି ରାଜା —Name of a literary Raja of Ganjam district.

[ଦ୍ରଷ୍ଟବ୍ୟ —ସେଲ ୧୨୭-୧୫୬: ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ ସେ ଉତ୍କଳର ପ୍ରଥମ କବି ଏବଂ ଉତ୍କଳଭାଷାରେ 'ଭାଗବତ' ନାମକ ଖଣ୍ଡିଏ କାବ୍ୟ ରଚନା କରିଥିଲେ ତାରିଣୀଚରଣ—ଉତ୍କଳସାହିତ୍ୟ ଇତିହାସ]