ବଳଭଦ୍ର ମିଶ୍ର
ଜନୈକ ଓଡ଼ିଆ ଜ୍ୟୋତିଷୀ — Name of an Oria astrologer.
[ଦ୍ରଷ୍ଟବ୍ୟ —୧୫୬୩: ଶକାବ୍ଦରେ ଏ ହାୟନରତ୍ନ ନାମ ବର୍ଷଫଳ ଗଣନୋପଯୋଗୀ ତାକକଗ୍ରନ୍ଥ କରିଥିଲେ]