Jump to content

ବଳଭିଦ୍

ଉଇକିଅଭିଧାନ‌ରୁ

ବଳଭିଦ୍

ଉଚ୍ଚାରଣ

[ସମ୍ପାଦନା]

(ବଳଘ୍ନ, ବଳହା, ବବଳସୂଦନ, ବଳନିସୂଦନ, ବଳହନ୍ତା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବଳ ନାମକ ଅସୁରକୁ ଯେ ଭେଦ କରିଥିଲେ; ବଳ+ ଭିଦ୍ ଧାତୁ+ କର୍ତ୍ତ. କ୍ୱିପ୍)

[ସମ୍ପାଦନା]

ଇନ୍ଦ୍ର —Indra.